ଦରମାରେ GST ଲାଗୁ ହେବାର ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲା CBIC

ଗତ କିଛି ଦିନ ହେବ ଗଣମାଧ୍ୟମରେ ପ୍ରଚଳିତ ହେଉଥିବା ଖବର କମ୍ପାନୀର ସିଇଓ ଏବଂ ଅନ୍ୟ ବଡ଼ କର୍ମଚାରୀମାନଙ୍କର ଦରମାରେ GST ଲାଗୁ ହେବାର ବିଚାର କରାଯାଉଛି। ଏହି ଖବରକୁ ସେଣ୍ଟା୍ରଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ କଷ୍ଟମ୍ସ (CBIC) ଡିପାର୍ଟମେଣ୍ଟ ପକ୍ଷରୁ ଗୁଜବ ଖବର କୁହାଯାଇଛି। CBIC ପକ୍ଷରୁ କୁହାଯାଇଛି ଦରମାରେ GST ଲାଗୁ ହେବ ନାହିଁ। ଏହିକାରଣରୁ ଗଣମାଧ୍ୟମରେପ୍ରଚଳିତ ହେଉଥିବା ଖବର

money1

ଏହାସହ ପଢନ୍ତୁ: ଜାଣନ୍ତୁ କନ୍ୟାଦାନ ପାଇଁ LIC ର ଏହି ସ୍ପେଶାଲ ପଲିସି, ପାଇପାରିବେ ୨୭ ଲକ୍ଷ ଟଙ୍କା

ସୂଚନା ମୁତାବକ CBIC କହିବା ଅନୁଯାୟୀ, ସ୍ପଷ୍ଟ କରାଯାଇଛି ଦରମା GST ଅଧୀନ ନୁହେଁ ଏବଂ CEO ବା କର୍ମଚାରୀମାନଙ୍କୁ ଦିଆଯାଉଥିବା ଦରମାରେ GST ଲାଗୁ କରିବାର କୌଣସି ଅଧିକାର ନାହିଁ। ଏହିକାରଣରୁ ଏହି ସମ୍ପର୍କିତ ଖବର ସମ୍ପୂର୍ଣ୍ଣ ରୂପେ ମିଥ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.