Below header

ବର୍ଷା ଫୋନ୍ କରି ଡାକିବା ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍‌

କଟକ (କେ ନ୍ୟୁଜ୍‌) : ଅନୁଭବ ଓ ବର୍ଷାଙ୍କ ମାମଲା ସଜାଡ଼ି ହେବା ଜାଗାରେ ଆହୁରି ବିଗିଡ଼ିବାରେ ଲାଗିଛି । କିଛି ସମୟ ପୂର୍ବରୁ ବର୍ଷା ନିଜ ପାଇଁ ପୋଲିସ୍ ସୁରକ୍ଷା ମାଗିଛନ୍ତି । ତାଙ୍କୁ ଏଠି ଦୁର୍ବ୍ୟବହାର କରାଯିବା ସହ ଧମକ ଦିଆଯାଉଥିବା ସେ ଅଭିଯୋଗ କରିବା ପରେ ପୁରୀଘାଟ ପୋଲିସ୍ ଯାଇ ଅନୁଭବଙ୍କ ଘରେ ପହଞ୍ଚିଛି । ବର୍ଷା ଡରି ଡରିି ପୋଲିସ୍‌କୁ ଦୁଇଥର ଫୋନ୍ କରି ଅଭିଯୋଗ କରିବା ପରେ ଏଭଳି ଘଟିଥିବା କୁହାଯାଉଛି । ତାଙ୍କ ରୁମ୍‌କୁ କିଛି ଲୋକ ପଶି ଆସିଥିବା ବର୍ଷା କହିଛନ୍ତି ।

ଏହାର କିଛି ସମୟ ପୂର୍ବରୁ ଅନୁଭବ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଆମ ଭିତରେ ଆପୋଷ ବୁଝାମଣା ହୋଇ ନପାରିବାରୁ ଆମେ କୋର୍ଟକୁ ଯାଇଛୁ । ବର୍ଷା ଏବେବି ଆମ ଘରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.