Below header

ନବରଙ୍ଗପୁର ଦହଡାମାଳ ଗାଁ ନିକଟରେ ବୁଲୁଛି ଭାଲୁ, ଆତଙ୍କିତ ଲୋକେ

ଉମରକୋଟ(କେନ୍ୟୁଜ୍): ଗାଁ ନିକଟରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଦହଡାମାଳ ଗାଁ ନିକଟରେ ବୁଲୁଛି ଭାଲୁ । ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ନିକଟକୁ ଚାଲି ଆସିଥିବା ଜଣାପଡିଛି । ସକାଳୁ କିଛି ଲୋକ ମର୍ଣ୍ଣିଂଓ୍ଵାକ୍‌ରେ ଯାଇଥିବା ବେଳେ ଭାଲୁଟି ରାସ୍ତା ପାର ହୋଇ ବିଲ ଆଡକୁ ଯାଉଥିବା ଦେଖିବାକୁ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.