Browsing Tag

bear terror

ରୋଷେଇ ଘରେ ପଶିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉମରକୋଟ(କେନ୍ୟୁଜ୍): ଗାଁରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଦର୍ଗାଗୁଡ଼ା ଗାଁରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ । ଗତକାଲି ରାତିରେ ଗାଁର ବରୁଣ ମଣ୍ଡଳ ତାଙ୍କ ରୋଷେଇ ଘରେ ଭାଲୁକୁ ଦେଖି ଭୟରେ ଚିତ୍କାର କରିଥିଲେ । ଚିତ୍କାର କରିବା ସମୟରେ ଭାଲୁ ତାଙ୍କ…

ନବରଙ୍ଗପୁର ଦହଡାମାଳ ଗାଁ ନିକଟରେ ବୁଲୁଛି ଭାଲୁ, ଆତଙ୍କିତ ଲୋକେ

ଉମରକୋଟ(କେନ୍ୟୁଜ୍): ଗାଁ ନିକଟରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଦହଡାମାଳ ଗାଁ ନିକଟରେ ବୁଲୁଛି ଭାଲୁ । ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ନିକଟକୁ ଚାଲି ଆସିଥିବା ଜଣାପଡିଛି । ସକାଳୁ କିଛି ଲୋକ ମର୍ଣ୍ଣିଂଓ୍ଵାକ୍‌ରେ ଯାଇଥିବା ବେଳେ ଭାଲୁଟି ରାସ୍ତା ପାର ହୋଇ ବିଲ…

 ଶାତକୋଶିଆ ରେଞ୍ଚ ଅଞ୍ଚଳରେ ଭାଲୁ ଆତଙ୍କ, ୧୪ ଘଣ୍ଟାରେ ଦୁଇ ଜଣଙ୍କୁ କଲାଣି ଆକ୍ରମଣ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ଆଜି ସକାଳେ ଜାମନଣ୍ଡା ଗାଁରେ ଚାଷ କାମ କରିବା କୁ ଯାଇଥିବା ବେଳେ ଜଳଧର ପ୍ରଧାନକୁ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣ ଯୋଗୁଁ ବେକ ଏବଂ ବାମ ହାତରେ ଆଘାତ ଲାଗିଛି ।…