ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଭାଲୁ, ଦମକଳ କେନ୍ଦ୍ରରେ ପଶିଲା

ଦମକଳବାହିନୀ କେନ୍ଦ୍ରରେ ପସିଲା ଭାଲୁ । ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଭାଲୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ ।

ଭୁବନ (କେନ୍ୟୁଜ): ଦମକଳବାହିନୀ କେନ୍ଦ୍ରରେ ପସିଲା ଭାଲୁ । ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଭାଲୁ ।  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ । ଗତକାଲୀ ବିଳମ୍ବିତ ରାତ୍ରିରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଦମକଳବାହିନୀ କେନ୍ଦ୍ରରେ ପସିଥିଲା । ଭାଲୁଟିକୁ ଦେଖି ଦମକଳବାହିନୀ କର୍ମଚାରୀ ଆତଙ୍କିତ ହୋଇଥିବା ଜଣାପଡିଛି । ତେବେ ପୂର୍ବରୁ କିଛି ଦିନ ତଳେ ଭୁବନ ସହରରେ ଭାଲୁ ଆସିଥିବାର ନଜିର ଥିଲା । କିନ୍ତୁ କେବେ ଲୋକମାନଙ୍କୁ ଆକ୍ରମଣ କରୁନଥିବା ଜଣାପଡିଛି । ଏହା ପୂର୍ବରୁ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.