Below header

ସଚ୍ଚୋଟ ପଣିଆ ପାଇଁ ଭିକାରୀଙ୍କୁ ସମ୍ମାନିତ କଲେ ବାରବାଟୀ ବିଧାୟକ ଏବଂ ପିସିସି ସଭାପତି

କଟକ(କେନ୍ୟୁଜ୍): ଭିକାରୀଙ୍କ ମହାନତା ପାଇଁ ପ୍ରଶଂସା । କିଛି ଦିନ ତଳେ ଜଣେ ଭିକାରୀ ରାସ୍ତାରୁ ୧୨ ହଜାର ୫ଶହ ଟଙ୍କା ପାଇଥିଲେ । ତେବେ ଏହି ଟଙ୍କାକୁ ସେ ସମାଜ ଅଫିସକୁ ପ୍ରଦାନ କରିଥିଲେ । ଏହାପରେ ଟଙ୍କା ହଜିଥିବା ବ୍ୟକ୍ତି ତାଙ୍କର ଟଙ୍କା ଫେରି ପାଇଥିଲେ । ନିଜର ସଚ୍ଚୋଟ ପଣିଆ ଏବଂ ପରୋପକାରିତା ପାଇଁ ଭିକାରୀଙ୍କୁ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପିସିସି ସଭାପତି ସମ୍ମାନିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.