Below header

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଆଇସିୟୁରେ ତାଲା, ୩ କରୋନା ପଜିଟିଭ୍ ଚିହ୍ନଟ ପରେ ୭ ଦିନ ପାଇଁ ସିଲ୍

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଆଇସିୟୁ ସିଲ୍‌। ଏଠାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ପରେ ୭ ଦିନ ପାଇଁ ସିଲ କରିଛନ୍ତି ମେଡିକାଲ କଲେଜ କର୍ତ୍ତୁପକ୍ଷ। ଏହାସହ କିଛି ଡାକ୍ତରଖାନା କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି। ଏଥିସହ ରୋଗୀ ସେବା କିଭଳି ପ୍ରଭାବିତ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.