Below header

ବରଗଡ ଧନୁଯାତ୍ରାରେ ବଦଳିବେନି କଂସ, ପୂର୍ବପରି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର କୁମାର

ବରଗଡ଼(କେନ୍ୟୁଜ୍):  ପୁଣି ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର କୁମାର । କଂସ କଳାକାରଙ୍କୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଧନୁଯାତ୍ରା ଆୟୋଜନ କମିଟିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହି ସୂଚନା ଦେଇଛନ୍ତି । ଏନେଇ ଆଜି ଏକ ବୈଠକରେ ଆଲୋଚନା କରାଯାଇଥିଲା । ଡିସେମ୍ବର ୧ରେ ଧନୁଯାତ୍ରାର ଶୁଭ ଖୁଣ୍ଟି ସ୍ଥାପନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.