Below header

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା, ୨୫ରୁ ହିଟ୍‌ ୱେଭ୍‌ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା । ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର । ଗତକାଲି ରାଜଧାନୀରେ ୪୦.୮ ଡିଗ୍ରୀ ସେଲସିୟସ୍‌ ରହିଥିଲା ଦିନର ତାପମାତ୍ରା । ଯାହାକି ଚଳିତବର୍ଷର ସର୍ବାଧିକ ।

ବାଲେଶ୍ୱରରେ ୩୭.୨, ଝାରସୁଗୁଡାରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୨୫ରୁ ହିଟ୍‌ ୱେଭ୍‌ ସତର୍କତା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୨୫ ତାରିଖରେ କିଛି ଜିଲ୍ଲାରେ ହିଟ୍‌ ୱେଭ୍‌ ନେଇ କହିଛି ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.