Below header

ଯାଜପୁର ମନେଇଗଣ୍ଡ ବାଲିଘାଟ ବିବାଦ ଓ ହତ୍ୟା ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ବିଞ୍ଝାରପୁର ଥାନା ଏସଆଇ ନିଲମ୍ବିତ

ଯାଜପୁର ଟାଉନ(କେନ୍ୟୁଜ୍) : ଯାଜପୁର ବିଞ୍ଝାରପୁର ଥାନା ମନେଇଗଣ୍ଡ ବାଲିଘାଟ ବିବାଦ ଓ ହତ୍ୟା ଘଟଣା । ପ୍ରତିବାଦରେ ମାଂସଡା ନିକଟରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ବିଞ୍ଝାରପୁର ଥାନା ଏସ ଆଇ କଣ୍ଡୁରୀ ଚରଣ ଦାସ ନିଲମ୍ବିତ। ସୂଚନା ଦେଲେ ଯାଜପୁର ଏସପି ରାହୁଲ ପିଆର ।

ଗତ ୧୯ ତାରିଖ ଦିନ ମୃତ ସୁରେନ୍ଦ୍ର ଦାସ ତାଙ୍କୁ ବୋମା ପିଙ୍ଗା ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ୍‌ କୈାଣସି ଜାର୍ଯ୍ୟାନୁଷ୍ଠାନ ନେଇ ନଥିବା ପରିବାର ଲାକେ ଅଭିଯୋଗ କରିଥିଲେ । ସେଥିଲାଗି କାର୍ଯ୍ୟରେ ଅବହେଳା ଦର୍ଶାଇ ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.