Below header

ଖୁବ ଶିଘ୍ର ଖୋଲିପାରେ ବିରଜା ମନ୍ଦିର, ସେବାୟତଙ୍କ ସହ ଆଲୋଚନା କଲା ପ୍ରଶାସନ

ଯାଜପୁର ଟାଉନ(କେନ୍ୟୁଜ୍):  ଖୁବ ଶିଘ୍ର ଖୋଲିପାରେ ବିରଜା ମନ୍ଦିର।  ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ସେବାୟତଙ୍କ ସହିତ ଜିଲା ପ୍ରଶାସନର ଅନୌପଚାରିକତା ଆଲୋଚନା ହୋଇଛି ।

ବିରଜା ମନ୍ଦିର ଖୋଲିବାକୁ ସେବାୟତଙ୍କ ଦାବି ହୋଇଥିଲା । ସେବାୟତଙ୍କ ଦାବିକୁ ବିଚାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି । ମନ୍ଦିର ଖୋଲିବା ନେଇ କୌଣସି ତାରିଖ ନିର୍ଦ୍ଦିଷ୍ଟ ହୋଇନଥିବା ମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.