Browsing Tag

jajpur biraja

ଯାଜପୁର ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ମା’ ବିରଜାଙ୍କୁ କଲେ ଦର୍ଶନ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମା' ବିରଜା ମନ୍ଦିରରେ ଦର୍ଶନ କରିବା ସହିତ ମନ୍ଦିର ଚତୁରପାର୍ଶ୍ଵରେ ପରିକ୍ରମା କରିଥିଲେ । ପରେ ସ୍ୱତନ୍ତ୍ର ପୂଜା ପାଠ କରିବା ସହ ମୁକ୍ତି ମଣ୍ଡପରେ ସେବାୟତ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ…

ଯାଜପୁର ମାଆ ବିରଜା ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ଘଟଣା: ଶୋଧନ ହେଲା ମାଆଙ୍କ ପୀଠ, ଥାନାରେ ଦିଆଗଲା ଏତଲା

ଯାଜପୁର ଟାଉନ୍‌ (କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ରବିବାର ଦିନ କଣ୍ଠଶିଳ୍ପୀ ତାରିକ ଅଜିଜ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ବିରଜା ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ବିଜୟା ଦଶମୀ, ଗତକାଲି ଲାଖବିନ୍ଧା ପଡିଆକୁ ନିଆଯାଇଥିଲା…

ଯାଜପୁର ଟାଉନ୍(କେନ୍ୟୁଜ୍): ସରିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ଗତକାଲି ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ସମ୍ପନ୍ନ ହୋଇଛି । ରଥଯାତ୍ରା ଶେଷ ହେବା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥ ଅବତରଣ କରିବା ପରେ ଯଥାବିଧି ପୂଜା କରାଯାଇଥିଲା । ଏହା ପରେ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ, ଆଜି ଅପରାହ୍ନରେ ପ୍ରତିଷ୍ଠା ପରେ ଗଡିବ…

ଯାଜପୁର ଟାଉନ(କେନ୍ୟୁଜ୍): ଆଜି ଠାରୁ ପ୍ରତ୍ୟେକ ଶକ୍ତିପୀଠ ରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚଳ ଚଞ୍ଚଳ ପରିବେଶ ଦେଖାଦେଇଛି। ଗତକାଲି ରାତିରେ ମାଙ୍କ ରଥ ଅଧିବାସ ହୋଇଛି। ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ପରେ ଗଡିବ ମା'…

ବିରଜାଙ୍କ ରଥ ପାଇଁ ସୁନିଆରୁ ସରିଲା ବନଯାଗ ଯାତ୍ରା

ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଚଳଚଂଚଳ ହେଲାଣି ଶକ୍ତିପୀଠ। ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା…

ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଘଟଣା: ପାର୍କିଂ ଭେଣ୍ଡର ଓ ପୂଜକଙ୍କୁ ପଡିଲା ଜରିମାନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ମନ୍ଦିର ପ୍ରଶାସନ ପକ୍ଷରୁ ହେଲା କାର୍ଯ୍ୟାନୁଷ୍ଠାନ। ଭକ୍ତଙ୍କୁ ଦୁର୍ବ୍ୟବହାର କରିଥିବା ଗାଡି ପାର୍କିଂ ଭେଣ୍ଡରଙ୍କୁ ୨୧୦୦ ଟଙ୍କା…

ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ, ସେବକ ଜ୍ୟୋତିଷଙ୍କ ଦ୍ୱାରା ପାଠ କରାଗଲା ନୂତନ ବିରଜା…

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କ ନିକଟରେ ସେବକ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ସନ୍ଧ୍ୟାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପରେ ମାଙ୍କ…

ଖୁବ ଶିଘ୍ର ଖୋଲିପାରେ ବିରଜା ମନ୍ଦିର, ସେବାୟତଙ୍କ ସହ ଆଲୋଚନା କଲା ପ୍ରଶାସନ

ଯାଜପୁର ଟାଉନ(କେନ୍ୟୁଜ୍):  ଖୁବ ଶିଘ୍ର ଖୋଲିପାରେ ବିରଜା ମନ୍ଦିର।  ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ସେବାୟତଙ୍କ ସହିତ ଜିଲା ପ୍ରଶାସନର ଅନୌପଚାରିକତା ଆଲୋଚନା ହୋଇଛି । ବିରଜା ମନ୍ଦିର ଖୋଲିବାକୁ ସେବାୟତଙ୍କ ଦାବି ହୋଇଥିଲା । ସେବାୟତଙ୍କ ଦାବିକୁ ବିଚାର କରାଯିବ ବୋଲି…

କାଲି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି,…

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ଅବସରରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। କୋରୋନା କଟକଣା ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ…

ଯାଜପୁର: ହରିବୋଲ ହୁଳହୁଳିରେ ଗଡିଲା ମା ବିରଜାଙ୍କ ରଥ, ବେଢା ପରିକ୍ରମା କଲେ ଜଗତଜନନୀ

ଯାଜପୁର(କେନ୍ୟୁଜ୍): ଆରମ୍ଭ ହୋଇଛି ଶକ୍ତି ପୀଠମାନଙ୍କରେ ଷୋଡ଼ଶ ଉପଚାର ପୂଜା।  ଏଥିରୁ ବାଦ ପଡିନି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପିଠ। ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ । ପାରମ୍ପରିକ ରୀତି ନୀତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହାଷ୍ଟମୀ ପୂଜା

ଯାଜପୁର(କେନ୍ଯୁଜ୍) : ଧରା ଅବତରଣ କଲେ ଦୂର୍ଗତିନାଶୀନୀ ମା’ଦୁର୍ଗା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କର ଆଜି ମହାଷ୍ଠମୀ ।  ଭକ୍ତମାନେ ମା’ଙ୍କର ପାଦ ଦର୍ଶନକରିବା ପାଇଁ ସକାଳରୁ ଭିଡ଼ବାନ୍ଦିଥିବା ଦେଖାଦେଇଛି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ମା’ଙ୍କ ର ଏହି  ସ୍ୱତନ୍ତ୍ର…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଆଜି ଚାଲିଛି ଷଷ୍ଠି ପୂଜା

ଯାଜପୁର(କେନ୍ଯୁଜ୍) : ବଡ ଧୁମଧାମରେ ଚାଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗା ପୂଜା । ପବିତ୍ର ମୂଳାଷ୍ଠମୀ ଠାରୁ ଆରମ୍ଭ ହୋଇଥିବା ଷୋଡସ ଦିବସ ବ୍ୟାପୀ ପୂଜା ଅବସରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି । ଆଜି ମାଙ୍କର ଷଷ୍ଠି ପୂଜା ଅନୁଷ୍ଠିତ ହୋଇଛି…