Below header

ଯାଜପୁର ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ମା’ ବିରଜାଙ୍କୁ କଲେ ଦର୍ଶନ

ଯାଜପୁର ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମା' ବିରଜା ମନ୍ଦିରରେ ଦର୍ଶନ କରିବା ସହିତ ମନ୍ଦିର ଚତୁରପାର୍ଶ୍ଵରେ ପରିକ୍ରମା କରିଥିଲେ । ପରେ ମିଶନ ଶକ୍ତି ଭବନ ଯାଇ ମିଶନ ଶକ୍ତିର ମହିଳାଙ୍କ ସହିତ ଆଲୋଚନା କରିଥିଲେ ।

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ମା’ ବିରଜା ମନ୍ଦିରରେ ଦର୍ଶନ କରିବା ସହିତ ମନ୍ଦିର ଚତୁରପାର୍ଶ୍ଵରେ ପରିକ୍ରମା କରିଥିଲେ । ପରେ ସ୍ୱତନ୍ତ୍ର ପୂଜା ପାଠ କରିବା ସହ ମୁକ୍ତି ମଣ୍ଡପରେ ସେବାୟତ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ମିଶନ ଶକ୍ତି ଭବନ ଯାଇ ମିଶନ ଶକ୍ତିର ମହିଳାଙ୍କ ସହିତ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.