ବନ୍ଦ ହେବ ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ, ଡିସେମ୍ବର ୨୧ରୁ ବନ୍ଦ ହେବ ଆଡମିଶନ୍

ଗଞ୍ଜାମ(କେନ୍ୟୁଜ୍): ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ ଚାଲିଥିବା  ଦୁଇଟି କୋଭିଡ ସେଣ୍ଟର। କରୋନା ଆକ୍ଟିଭ କେସ ହ୍ରାସ ପାଉଥିବାରୁ  ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ଦୁଇଟି ହସ୍ପିଟାଲ ହେଉଛି ଶୀତଳପଲ୍ଲୀସ୍ଥିତ ଟାଟା ହସ୍‌ପିଟାଲ ଏବଂ ଗୋଳନ୍ଥରାସ୍ଥିତ ଅଶ୍ୱିନୀ ହସ୍‌ପିଟାଲ ।

ଆସନ୍ତା ୨୦ ତାରିଖରୁ ଶୀତଳାପଲ୍ଲୀ ଟାଟା ହସ୍‌ପିଟାଲ ଓ ଡିସେମ୍ବର ୩୧ ତାରିଖରେ ଅଶ୍ୱିନୀ ହସ୍‌ପିଟାଲ ବନ୍ଦ କରାଯିବ। ଡିସେମ୍ବର ୨୧ ତାରିଖରୁ ଅଶ୍ୱିନୀ ହସ୍‌ପିଟାଲରେ ନୂଆ ଆଡମିଶନ କରାଯିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.