ବଲିଉଡ ଆସିଲା, ଓଲିଉଡ ଗଲା କୁଆଡେ ?

ବାତ୍ୟା ଫନିର ପର ସ୍ଥିତି ମୁକାବିଲା ପାଇଁ ଏକାଠି ହୋଇଛି ସାରା ଦେଶ। ଫନି ବିପନ୍ନଙ୍କ ପାଇଁ ସହଯୋଗର ଆବଶ୍ୟକତା ରହିଥିବା ବେଳେ SILPA-2ବିପନ୍ନଙ୍କୁ ସହାୟତା ଦେବାକୁ ବଲିଉଡ ବି ଉଦ୍ୟମ ଜାରି ରଖିଛି । ବଲିଉଡ ଷ୍ଟାର ଶିଳ୍ପା ସେଟ୍ଟୀ ସହାୟତାର ହାତ ବଢାଇବାକୁ ଦେଶବାସୀଙ୍କୁ

ଅନୁରୋଧ କରିଛନ୍ତି । ଫନି ବିପନ୍ନଙ୍କ ସହାୟତା ଲାଗି ଯେଉଁମାନେ ଅର୍ଥ ଦାନ କରିବାକୁ ଚାହୁଁଛନ୍ତି ସେମାନେ ଅନ୍‌ଲାଇନ୍‌ରେ cmrfodisha.gov.inରେ ଟଙ୍କା ପଠାଇ ପାରିବେ । ଏହି ଦାନ ଉପରେ ଆୟକର ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି ।
ତେବେ ଆଶ୍ଚର୍ଯ୍ୟ ଲାଗୁଚି ଯେ ଓଡିଶା ପାଇଁ ବଲିଉଡଜେ ଦରଦ ହେଲା ଅଥଚ ଓଲିଉଡ କଳାକାର ଗଲେ କୁଆଡେ ? ଏହି ବିପଦ ସମୟରେ ସେଲିବ୍ରିଟିଙ୍କର କଅଣ କିଛି କର୍ତ୍ତବ୍ୟ ନାହିଁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.