କିସରେ ଇଣ୍ଡୋ ଚାଇନା ଫ୍ରେଣ୍ଡସିପ ଆସୋସିଏସନର ସଦସ୍ୟ ଓ ଥାଇଲାଣ୍ଡର ବୌଦ୍ଧ ଧର୍ମାବଲମ୍ବୀ

କିସ୍‌ ପରିଦର୍ଶନ କରିଛନ୍ତି ଇଣ୍ଡୋ ଚାଇନା ଫ୍ରେଣ୍ଡସିପ ଆସୋସିଏସନର ସଦସ୍ୟ ଓ ଥାଇଲାଣ୍ଡର ବୌଦ୍ଧ ଧର୍ମାବଲମ୍ବୀ । ଏମାନେ କିସ୍‌ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ କଲମ, ପାଠ୍ୟ ସାମଗ୍ରୀ, ଚକୋଲେଟ ଉପହାର ଦେଇଥିଲେ । କାର୍ଯ୍ୟକ୍ରମରେ କିଟ୍‌ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । ସମସ୍ତଙ୍କ ପାଇଁ ମଧ୍ୟ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.