Below header

ଭାଇ ବୋହୂକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦେଢଶୁର ଗିରଫ

ଯାଜପୁର(କେନ୍ୟୁଜ୍‌) : ସମ୍ପର୍କୀୟା ଭାଇ ବୋହୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦେଢଶୁର ଗିରଫ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଳକୁଣ୍ଡ ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି। ଗିରଫ ଅଭିଯୁକ୍ତ ଦେଢଶୁର ହେଲେ ଜଗବନ୍ଧୁ ବେହେରା।

ଅଭିଯୋଗ ମୁତାବକ ଗାଁର ଜନୈକ ମହିଳା ନିଜ ଶିଶୁ କନ୍ୟା ସହିତ ଶୋଇଥିବା ସମୟରେ ଜଗବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ଥାନା ରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଜଗବନ୍ଧୁ ଙ୍କୁ ଗିରଫ କରିଛି।

ଅନ୍ୟପଟେ ଜଗବନ୍ଧୁ ଙ୍କ ପତ୍ନୀ ଙ୍କ ପକ୍ଷରୁ ହୋଇଥିବା ଏକ ଅଭିଯୋଗ କ୍ରମେ ସମ୍ପୃକ୍ତ ମହିଳା ଙ୍କ ଭଣଜା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.