ଭୁବନେଶ୍ୱର ସାଲିଆ ସାହିରୁ ଧଳା ଜହର ଜବତ, ୨ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱରରୁ ଧଳା ଜହର ଜବତ । ସାଲିଆସାହି ଅଞ୍ଚଳରୁ ୧୯୫ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛି କଟକ ଫ୍ଲାଇଂ ସ୍କ୍ଵାଡ । ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ । ଏହା ୩ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

 

Leave A Reply

Your email address will not be published.