Below header

ସାଦା ପୋଷାକରେ ଚଢାଉ କରି ୬ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କଲା ପିପିଲି ପୋଲିସ୍, ଜଣେ ଗିରଫ

ପିପିଲି : ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ । ୬ଗ୍ରାମ ୫ଶହ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପିପିଲି ପୋଲିସ । ପୁରୀ ଜିଲ୍ଲା ପିପିଲି ପୌରାଞ୍ଚଳ ଭବାନୀପୁର ଦେବୀ ଗଳିରେ ୨ଭାଇ ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗ ହୋଇଥିଲା ।

ସାଦା ପୋଷାକରେ ଚଢାଉ କରି କାଳନ୍ଦୀ ବୈଠାରୁ ଓରଫ କାଳିଆକୁ ଗିରଫ କରିଛି ପୋଲିସ । ନଗଦ ୫ହଜାର ଟଙ୍କା ଏବଂ ଗୋଟିଏ ୟାମା ଏଫଜେଡ ଏସ ବାଇକକୁ ଜବତ କରାଯାଇଛି । ଅଭିଯୁକ୍ତ କାଳନ୍ଦୀ ବୈଠାକୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.