ବାଲେଶ୍ୱର: ୩୦ ଲକ୍ଷ ଟଙ୍କା ବ୍ରାଉନ୍ସୁଗାର ଜବତ, ୨ ବେପାରୀ ଗିରଫ

ଜଳେଶ୍ୱର(ବ୍ୟୁରୋ): ପୁଣି ଜବତ ହେଲା ବ୍ରାଉନସୁଗର । ୨ ବେପାରୀ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁର ବସ୍ତିରେ ପୋଲିସର ଚଢ଼ାଉ । ଚଢଉ ବେଳେ ୩୦୦ ଗ୍ରାମ୍‌ ବ୍ରାଉନସୁଗର ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.