Below header

ଭଦ୍ରକ ଚରମ୍ପା-ଧାମରା ରେଲୱେ ଓଭରବ୍ରିଜ ନିକଟରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭଦ୍ରକ(କେନ୍ଯୁଜ୍): ଭଦ୍ରକର ଚରମ୍ପା-ଧାମରା ରେଲୱେ ଓଭରବ୍ରିଜ ନିକଟରୁ ବ୍ରାଉନସୁଗର ଜବତ । ପ୍ରାୟ ୫୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ । ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ୍‌ ।

ଗିରଫ ଯୁବକ ଜଣକ ହେଉଛନ୍ତି ଏରେଇଁ ଅଞ୍ଚଳର ଏସ୍‌.କେ ରବିବୁଲ । ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡିଛି । ଜଳେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିଥିଲା ଗ୍ରାମଞ୍ଚଳ ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.