ବ୍ରହ୍ମପୁର : ଆଜିଠୁ ଆରମ୍ଭ ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର : ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ଯାତ୍ରା । ବିଳମ୍ବିତ ରାତିରେ ମାଆ ନିଜ ବାପଘରକୁ ଯିବେ। ସ୍ଥାୟୀ ମନ୍ଦିରରୁ ଏକ ବିରାଟ ପଟୁଆରରେ ବାହାରି ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ ଘରକୁ ବିଜେ କରିବେ। ଏଥିପାଇଁ ଯାତ୍ରା କମିଟି ଓ ଦେଶୀ ବେହେରା ପରିବାର ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ୩୨ ଦିନ ବ୍ୟାପୀ ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.