Below header

ଡିବିରି ନିଆଁରୁ ମା ଓ ପୁଅ ଗୁରୁତର ଆହତ

କେନ୍ଦୁଝର : ଡିବିରି ନିଆଁ ଲାଗି ଜଳିଗଲେ ମା ଓ ପୁଅ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ବାରିଆ ଥାନା ସାନ ନେଉଳି ଗାଁରେ ଏହି ଘଟଣା ଘଟିଛି । ଏମାନେ ହେଉଛନ୍ତି ମା ଶକୁନ୍ତଳା ମୁଣ୍ଡା ଓ ୧୨ ବର୍ଷର ପୁଅ ବିପିନ ମୁଣ୍ଡା। ସେମାନେ ଖାଉଥିବା ସମୟରେ ଅସାବଧାନତାରୁ ଡିବି ଆଲୁଅରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.