କଳାହାଣ୍ଡି ଜାତୀୟ ରାଜପଥ ୨୬ ଜୋଲକୋ ଠାରେ ବ୍ରିଜରୁ ତଳକୁ ଖସିଲା ବସ୍‌ , ଦୁର୍ଘଟଣାରେ ୨ମୃତ

ଭବାନୀପାଟଣା(କେନ୍ୟୁଜ୍) : ପୁଣି ବସ୍‌ ଦୁର୍ଘଟଣା । ବ୍ରିଜରୁ ତଳକୁ ଖସିଲା ବସ୍‌। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୫ଜଣ ଗୁରୁତର ଆହତ ହୋଇଛନ୍ତି।

WhatsApp Image 2019-01-28 at 9.35.34 AMସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ଜୟପୁର ଆସୁଥିଲା। କଳାହାଣ୍ଡି ଜାତୀୟ ରାଜପଥ ୨୬ ଜୋଲକୋ ଠାରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.