Below header

ନରସିଂହପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଛରେ ପିଟି ହେଲା ବସ ୩ ଗୁରୁତର ୮ରୁ ଅଧିକ ଆହତ

 ନରସିଂହପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ ବସ ପିଟି ହୋଇଯିବା ଫଳରେ ୩ ଜଣ ଗୁରୁତର ହେବା ସହ ୮ରୁ ଅଧିକ ଆହତ ହୋଇଛନ୍ତି । ମହାଲକ୍ଷ୍ମୀ ନାମକ ଏକ ଘରୋଇ ବସ ଭଟାରିକାରୁ କଟକ ଯାଉଥିଲା । ବଡମ୍ବାର ହାଟଛକରେ ହିରୋ ସୋ ରୁମ ପାଖରେ ଥିବା ଏକ ଗଛରେ ପିଟି ହୋଇଯିବା ଫଳରେ ଦୁର୍ଘଟଣା ହୋଇଛି । ଆହତଙ୍କୁ ବଡମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡମ୍ବା ପୋଲିସ ପହଞ୍ଚି ବସକୁ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.