Below header

ଗୋପରେ ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା, ୫ ଜଣ ଗୁରୁତର

ଗୋପ/ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁରୀ ଜିଲ୍ଲା ଗୋପ ନିକଟ କୁସୁପୁର ଠାରେ ବସ୍‌ ଓ କାର୍‌ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଜଣ ଅତି ଗୁରୁତରଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଓ ପରେ ଏମ୍‌ସକୁ ପଠାଯାଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । କାର୍‌ଟିର ସାମନା ପଟୁ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ବସ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ASTARANGA ACCIDENT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.