Below header

ଭାରସାମ୍ୟ ହରାଇ କେନାଲରେ ପଶିଲା କାର, ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭାରସାମ୍ୟ ହରାଇ କେନାଲରେ ପଶିଲା କାର। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ନୂଆପଡା- ଦେଓମାଳି ଏନଏଚ ୨୬ନମ୍ବର ଜାତୀୟ ରାଜପଥରେ ଅଘଟଣ। ସକାଳୁ ସକାଳୁ ପାଞ୍ଚ ଜଣ ପିକନିକ ପାଇଁ ଯାଉଥିବା ବେଳେ ହଠାତ କାରଟି କେନାଲରେ ପଶି ଯାଇଥିଲା।

ଭାରସାମ୍ୟ ହରାଇ କେନାଲରେ ପଶିଲା କାର। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ନୂଆପଡା- ଦେଓମାଳି ଏନଏଚ ୨୬ନମ୍ବର ଜାତୀୟ ରାଜପଥରେ ଅଘଟଣ। ସକାଳୁ ସକାଳୁ ପାଞ୍ଚ ଜଣ ପିକନିକ ପାଇଁ ଯାଉଥିବା ବେଳେ ହଠାତ କାରଟି କେନାଲରେ ପଶି ଯାଇଥିଲା।

ରାସ୍ତାରେ ବଡ଼ ବଡ଼ ଖାଲ ଥିବାରୁ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା କାର। ତେବେ କେନାଲ ରେ ଜଳସ୍ତର କମ ଥିବା ଯୋଗୁଁ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ବାହାରକୁ ବାହାରି ପଡ଼ିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ରେନ ଯୋଗେ କେନାଲରୁ କାରକୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.