Browsing Tag

car falls into canal

ଭାରସାମ୍ୟ ହରାଇ କେନାଲରେ ପଶିଲା କାର, ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭାରସାମ୍ୟ ହରାଇ କେନାଲରେ ପଶିଲା କାର। ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ନୂଆପଡା- ଦେଓମାଳି ଏନଏଚ ୨୬ନମ୍ବର ଜାତୀୟ ରାଜପଥରେ ଅଘଟଣ। ସକାଳୁ ସକାଳୁ ପାଞ୍ଚ ଜଣ ପିକନିକ ପାଇଁ ଯାଉଥିବା ବେଳେ ହଠାତ କାରଟି କେନାଲରେ ପଶି ଯାଇଥିଲା। ରାସ୍ତାରେ ବଡ଼ ବଡ଼ ଖାଲ ଥିବାରୁ ଭାରସାମ୍ୟ…