Below header

ସ୍କୁଲ ଅଟୋକୁ ଧକ୍କା ଦେଲା କାର, ୫ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲ ଅଟୋକୁ ଧକ୍କା ଦେଲା କାର, ୫ ଛାତ୍ରଛାତ୍ରୀ ଗୁରୁତର । ଭଦ୍ରକ ଧାମନଗର ଛକ ସ୍ଥିତ ରାଇସ୍ ମିଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ସମସ୍ତଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭଦ୍ରକ (କେନ୍ୟୁଜ): ସ୍କୁଲ ଅଟୋକୁ ଧକ୍କା ଦେଲା କାର, ୫ ଛାତ୍ରଛାତ୍ରୀ ଗୁରୁତର । ଭଦ୍ରକ ଧାମନଗର ଛକ ସ୍ଥିତ ରାଇସ୍ ମିଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ସମସ୍ତଙ୍କୁ ବାରିକପୁର ଓ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଟୋ ଡ୍ରାଇଭର ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଧରି ଧାମନଗର ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ବେଳେ ଏକ କାର ଧକ୍କା ଦେଇଥିଲା । ଖବର ପାଇ ଧାମନଗର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.