Below header

ସମ୍ବଲପୁର ଜଗିବ ସିସିଟିଭି କ୍ୟାମେରା , ୧୮ଟି ସ୍ଥାନରେ ଲାଗିଲା ୬୦ଟି ସିସିଟିଭି

ସମ୍ବଲପୁର ସହରକୁ ଜଗିବ ସିସିଟିଭି କ୍ୟାମେରା । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ୧୮ଟି ସ୍ଥାନରେ ୬୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ୨୪ ଘଣ୍ଟିଆ ମଡର୍ଣ୍ଣ କଣ୍ଟ୍ରୋଲ ରୁମର ଉଦଘାଟନ କରିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ । ଏହାସହ ୪ଟି ନୂଆ ପିସିଆର ଭ୍ୟାନର ଉଦଘାଟିତ ହୋଇଛିି । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ସୁଧାରିବାରେ ଏହା ବେଶ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.