ସମ୍ବଲପୁର : କ୍ୟାମ୍ପରେ ଗୁଳି ଫୁଟି ଯବାନ ଗୁରୁତର

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଯୁଯୁମୁରା CRPF କ୍ୟାମ୍ପରେ ଅଘଟଣ । ବନ୍ଧୁକରୁ ଗୁଳି ଫୁଟି ଯବାନ ଗୁରୁତର । ଗୁରୁତର ଅବସ୍ଥାରେ ଯବାନ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯବାନା ହେଲେ ପଞ୍ଜାବର ଭୁଟାନ ସିଂ । ତେବେ ଯବାନ ଜଣଙ୍କ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.