Below header
Browsing Tag

crpf jawan

ସିଆରପିଏଫ୍ କ୍ୟାମ୍ପ ଭିତରେ ଜୀବନ ହାରିଲେ ଯବାନ, ନିଜ ସର୍ଭିସ ରିଭଲଭରରେ ନିଜକୁ କଲେ ଗୁଳି

ମାଲକାନଗିରି (କେନ୍ୟୁଜ): ସିଆରପିଏଫ୍ କ୍ୟାମ୍ପ ଭିତରେ ଯବାନଙ୍କ ଆତ୍ମହତ୍ୟା । ୧୫୦ ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୁକମା ଜିଲ୍ଲା ଦୋରରନାପାଲ ନିକଟରେ ଥିବା ସିଆରପିଏଫ୍ କ୍ୟାମ୍ପରେ…

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା, ଗାର୍ଡ ଅଫ୍ ଅନର ସହ ସରିଲା ଅନ୍ତିମ ସଂସ୍କାର

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା କାନ୍ଦିଲେ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ଙ୍କ ପାର୍ଥିବ ଶରୀର ରେମୁଣା ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ନିଜ ଗାଁ ମଶାଣିରେ ସରିଛି ଅନ୍ତିମ ସଂସ୍କାର । ରଞ୍ଜନ ଛତିଶଗଡର…

ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ଟ୍ରେନ୍‌ରେ ବିସ୍ଫୋରଣ, ୪ ସିଆର୍‌ପିଏଫ୍‌ ଯବାନ ଗୁରୁତର

ଛତିଶଗଡ଼ର ରାଜଧାନୀ ରାୟପୁରର ରେଳ ଷ୍ଟେସନରେ ବିସ୍ଫୋରଣ। ପ୍ଲାଟଫର୍ମ ନମ୍ବର ୨ରେ ଏକ ଟ୍ରେନ୍‌ରେ ଏହି ବିସ୍ଫୋରଣ ହୋଇଛି। ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF)ର ୪ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ବ୍ଲାଷ୍ଟ ବାଥରୁମ୍‌ ପାଖରେ ହୋଇଛି। ବିସ୍ଫୋରକ ପଦାର୍ଥକୁ ଗୋଟିଏ କୋଚ୍‌ରୁ ଅନ୍ୟ…

ଛାତିଏ ପାଣିରେ ପଶି ମାଓବାଦୀଙ୍କ ସହ ମୁକାବିଲା କରୁଛନ୍ତି ଯବାନ, ଭାଇରାଲ ହେଉଛି ଚିତ୍ର

ମାଲକାନାଗିରି (କେନ୍ୟୁଜ) : ଆମ ବୀର ଯବାନମାନେ ଆମ ସୁରକ୍ଷା ପାଇଁ କେତେ ଯେ ପରିଶ୍ରମ କରନ୍ତି। ତାର ଏକ ଝଲକ ଆଜି ଆମେ ଆପଣଙ୍କୁ ଦେଖାଇବୁ। ଯାହାକୁ ଦେଖିଲେ ଆପଣ ବି ଏମାନଙ୍କ ସାହସ ଆଉ ତ୍ୟାଗ ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବେ। ଯବାନମାନେ ନିଜ ଜୀବନକୁ ବାଜି ଲଗାଇ କିଭଳି ମାଓ ଇଲାକାରେ…

ଯବାନଙ୍କୁ ମହଙ୍ଗା ପଡିଲା ଟିକଟକ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁ ଲୋକେ

ଟାଙ୍ଗି (କେନ୍ୟୁଜ): ଯବାନଙ୍କୁ ମହଙ୍ଗା ପଡିଲା ମୋବାଇଲରେ ଟିକ ଟକ୍ କରିଵା । ଟିକ୍ ଟକ୍ କରୁଥିବା ବେଳେ ଗାଁ ଲୋକେ ଯବାନଙ୍କୁ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋରଧା ଜିଲା ଟାଙ୍ଗୀ ନିକସ୍ଥ ୧୬ ନଂ ଜାତୀୟ ରାଜପଥର ନୂଆ ଗାଁ ନିକଟରେ । ସୂଚନା…

ଯବାନଙ୍କ ନିଆରା ପ୍ରୟାସ: ଖାଲି ଯୁଦ୍ଧ କ୍ଷେତ୍ରରେ ନୁହେଁ ପଥ ଭ୍ରଷ୍ଟ ଲୋକଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ନେଇଛନ୍ତି ବଡ…

ମାଲକାନଗିରି(କେନ୍ୟୁଜ୍): ଜୀବନରେ ଏମିତି କିଛି ମଣିଷ ଥାନ୍ତି ଯିଏ କେବଳ ନିଜର କିମ୍ବା ନିଜ ପରିବାରର କଥା ବ୍ୟତୀତ ସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ଭୁଲିନଥାନ୍ତି । ନିଜର ମଣିଷ ପଣିଆ ଏବଂ ଆଉ କିଛି କରି ଦେଖାଇବାର ଇଚ୍ଛା ସେମାନଙ୍କୁ ସମାଜରେ ନୂଆ ପରିଚୟ ଦେଇଥାଏ। ଆଜିକାଲି ଦୁନିଆରେ…

CRPF ଯବାନ ପ୍ରମୋଦ କୁମାରଙ୍କ ଭିଡିଓ ଭାଇରାଲ୍‌, ନିଜ ଚାଷ ଜମିକୁ ଫେରିପାଇବାକୁ କଲେ ନିବେଦନ

ଛତିଶଗଡ଼(କେନ୍ୟୁଜ୍): ଦେଶକୁ ସୁରକ୍ଷା ଯୋଗାଉଥିବା ଯବାନ୍‌ ଏବେ ଆଗେଇ ଆସିଛନ୍ତି ନିଜ ଭିଟାମାଟିର ସୁରକ୍ଷା ପାଇଁ । ଏନେଇ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାର CRPF ଯବାନଙ୍କ ଭିଡିଓ ଭାଇରାଲ୍‌ ହୋଇଛି । 74 ବାଟାଲିୟନର CRPF ଯବାନ ପ୍ରମୋଦ…

ମନ କିଣିନେଲେ ସିଆର୍‌ପିଏଫ ଯବାନ,ନଦୀରେ ଭାସିଯାଉଥିବା ନାବାଳିକାକୁ କଲେ ଉଦ୍ଧାର

ଜାମ୍ମୁ ଓ କାଶ୍ମୀରର ବାରମୁଳାରେ ଏକ ନଦୀରେ ଭାସିଯାଉଥିବା ଏକ ୧୪ ବର୍ଷୀୟା ନାବାଳିକାକୁ ଉଦ୍ଧାର କରିଛନ୍ତି ସିଆର୍‌ପିଏଫ ଯବାନ । ଆଜି ସକାଳେ ଏକ ନଦିରେ ଝିଅଟି ବୁଡିଯାଉଥିବା ବେଳେ ନିକଟରେ ଥିବା ସିଆରପିଏଫ ଯବାନମାନେ ଦେଖିଥିଲେ। ଝିଅଟି ନଦିରେ ଭାସିଯାଉଥିବା ଦେଖି ସେମାନେ ତୁରନ୍ତ ନଦି…

ସମ୍ବଲପୁର : କ୍ୟାମ୍ପରେ ଗୁଳି ଫୁଟି ଯବାନ ଗୁରୁତର

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଯୁଯୁମୁରା CRPF କ୍ୟାମ୍ପରେ ଅଘଟଣ । ବନ୍ଧୁକରୁ ଗୁଳି ଫୁଟି ଯବାନ ଗୁରୁତର । ଗୁରୁତର ଅବସ୍ଥାରେ ଯବାନ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯବାନା ହେଲେ ପଞ୍ଜାବର ଭୁଟାନ ସିଂ । ତେବେ ଯବାନ ଜଣଙ୍କ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା ଉଦ୍ୟମ…

ଗୋଟିଏ ବେଦୀ, ଜଣେ ବର ହେଲେ ଦୁଇ ଜଣ କନ୍ୟା . . ଜଣେ ପତ୍ନୀ ଆଉ ଜଣେ ପ୍ରେମିକା

ସାଧରଣତଃ କୌଣସି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ କେହି ଆସିଲେ ସେମାନଙ୍କ ମଧ୍ୟ ଝଗଡା ହୋଇଥାଏ । ଜଣେ ସ୍ତ୍ରୀ ସବୁ କିଛି ସହିପାରେ କିନ୍ତୁ ସ୍ବାମୀଙ୍କ ପ୍ରେମ ଆଉ କାହା ସହ ବାଣ୍ଟି ପାରେ ନାହିଁ । କିନ୍ତୁ ଛତିଶଗଡର ଜଶପୁରରେ ଦେଖିବାକୁ ମିଳିଛି ଠିକ୍ ଓଲଟା । ଜଣେ ପତ୍ନୀ ନିଜ ସ୍ବାମୀଙ୍କୁ…

ଜନ୍ମତାରିଖର ପରଦିନ ହିଁ ସହିଦ ହୋଇଗଲେ ଏହି ଜବାନ, ପୁଅ କହିଲା ଶତୃଙ୍କ ଠାରୁ ପ୍ରତିଶୋଧ ନେବାପରେ ହିଁ ପାଳନ କରିବି ମୋ…

ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣରେ ସହିଦ ସିଆରପିଏଫ ଜବାନ ନସିର ଅହମ୍ମଦଙ୍କର ପାର୍ଥିବ ଶରୀର ଗାଁରେ ପହଁଚିବା ପରେ ପୂରା ଗାଁ ଦେଶଭକ୍ତି ନାରାରେ ଗୁଞ୍ଜରିତ ହୋଇଉଠିଲା। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁହଁରେ କ୍ରୋଧ ଏବଂ ଆକ୍ରୋଶ ଥିଲା। ଲୋକମାନେ ଭାରତ ମାତା କି ଜୟ,ଭାରତୀୟ ସେନା କି…

ସଲାମ୍ ଯବାନ୍, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଓଲଟାଇ ବଂଚାଇଲେ ୬ ଜୀବନ

ରାଜସ୍ଥାନ : ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଦେଖାଇବାକୁ ଯାହା ଆପଣଙ୍କୁ ଦେଶର ସୁରକ୍ଷା କର୍ମୀଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆହୁରି ଦ୍ୱିଗୁଣିତ କରିବ। ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଏକ ଗାଡ଼ିକୁ ସିଆଇଏସ୍‌ଏଫର ଯବାନମାନେ ସୁରକ୍ଷିତ ଭାବେ ମୂଳ ସ୍ଥିତିକୁ ଆଣିଛନ୍ତି। ଆଉ ଏହା…