Below header

ତିନି ଓଡ଼ିଆ ପରମ୍ପରାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା, ଟ୍ୱିଟ ଜରିଆରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନି ଓଡ଼ିଆ ପରମ୍ପରାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା । ଭାରତୀୟ ସଂସ୍କୃତି ତାଲିକାରେ ମାଣବସା ଗୁରୁବାର ସହ  ଛଉ ନୃତ୍ୟ ଓ ରାବଣ ଛାୟା ସ୍ଥାନ ପାଇଛି  । ଏବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଏହି ତିନୋଟି ପରମ୍ପରାକୁ “ଭାରତୀୟ ସଂସ୍କୃତି ଓ ଐତିହ୍ୟ” ତାଲିକାରେ ସ୍ଥାନ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

କହି ରଖିବା ଉଚିତ ହେବକି, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଲାଭ କରିଥିବା ବିଭିନ୍ନ ରାଜ୍ୟର ପରମ୍ପରାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ହିଁ ICH ଏହି ତାଲିକା ପ୍ରସ୍ତୁତ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.