Below header

ବ୍ରହ୍ମପୁରସ୍ଥିତ ରାମଲିଙ୍ଗେଶ୍ୱର ବନ୍ଧର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହୋଇଛି ସାଢେ ୧୨ କୋଟି ଟଙ୍କା

ବ୍ରହ୍ମପୁର: ଗତକାଲି ବ୍ରହ୍ମପୁରସ୍ଥିତ ରାମଲିଙ୍ଗେଶ୍ୱର ବନ୍ଧର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସହରର ମଧ୍ୟ ଭାଗରେ ରହିଛି ଏହି ବନ୍ଧ। ଏଥିପାଇଁ ଖର୍ଚ୍ଚ ହୋଇଛି ସାଢେ ୧୨ କୋଟି ଟଙ୍କା। ବନ୍ଦର ସୌନ୍ଦର୍ଯ୍ଯକରଣ ସହ ତାକୁ ପାର୍କରେ ପରିଣତ କରାଯାଇଛି।

୧୫୦୦ ସ୍କୋୟାର ମିଟର ପରିଧିରେ ଜଳାଶୟର ମଧ୍ୟ ଭାଗରେ ଶିବଙ୍କ ଦୀର୍ଘକାୟ ମୂର୍ତ୍ତିର ସ୍ଥାପନ ସହ ଫାଉଣ୍ଟେନର ବ୍ୟବସ୍ଥା ହୋଇଛି। ଏହାସହ ବୋଟିଂ ଓ ଓ୍ଵାକିଂର ବ୍ୟବସ୍ଥା ହୋଇଛି। ଏହି ପାର୍କ ଦ୍ୱାରା ଲୋକେ ଭରପୁର ମନୋରଞ୍ଜନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.