Below header

କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦେଲେ ୩ଟି ମନ୍ତ୍ର

ଭୁବନେଶ୍ବର: କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ନିୟନ୍ତ୍ରଣ ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଟେଷ୍ଟିଂ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯିବ ।

ସହରାଞ୍ଚଳରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ। ବଢାଯିବ ଆରଟିପିସିଆର ଟେଷ୍ଟ। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। କ୍ଲଷ୍ଚର କେସ୍‌ ଆସିଲେ କଣ୍ଟେନ୍‌ମେଣ୍ଟ ଜୋନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନୀରିକ୍ଷଣ କରିବେ ପୋଲିସ। ମାର୍କେଟ, ଧର୍ମାନୁଷ୍ଠାନ, ବିବାହମଣ୍ଡପ ଉପରେ ନଜର ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.