Browsing Tag

CM Review

ବାତ୍ୟା ପ୍ରଭାବିତ ୧୨୮ଟି ଗାଁର ପ୍ରତି ପରିବାରକୁ ୭ ଦିନ ରିଲିଫ ଦିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାତ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ  ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁରେ ପ୍ରତି ପରିବାରକୁ ରିଲିଫ ପ୍ରଦାନ କରାଯିବକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା…

ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ କରୋନା ସଂକ୍ରମଣ: ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତି ଆଡକୁ ଗତି କରୁଛି କରୋନା ସଂକ୍ରମଣ । ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା କରିବେ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ସଚିବମାନେ ଉପସ୍ଥିତ…

କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦେଲେ ୩ଟି ମନ୍ତ୍ର

ଭୁବନେଶ୍ବର: କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ନିୟନ୍ତ୍ରଣ ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଟେଷ୍ଟିଂ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯିବ । ସହରାଞ୍ଚଳରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ। ବଢାଯିବ ଆରଟିପିସିଆର ଟେଷ୍ଟ। ପଜିଟିଭ…

ଆସନ୍ତା ସପ୍ତାହକ ମଧ୍ୟରେ କଟକ-ଭୁବନେଶ୍ୱର କୋଭିଡ୍‌ ସ୍ଥିତିରେ ସୁଧାର ଆସିବ: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ସପ୍ତାହକ ମଧ୍ୟରେ କଟକ-ଭୁବନେଶ୍ୱର କୋଭିଡ୍‌ ସ୍ଥିତିରେ ସୁଧାର ଆସିବ। ଆଜି କୋଭିଡ୍‌ ମୁକାବିଲର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା ପାଇଁ…

ରାଜ୍ୟରେ କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,କଟକ ଓ ଖୋର୍ଦ୍ଧାରେ ରଣନୀତି ସୁଦୃଢ଼ କରିବାକୁ ଦେଲେ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଜାତୀୟସ୍ତରଠାରୁ ଭଲରେ ରହିଛି। କିନ୍ତୁ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ୍‌ କେସ୍‌ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା…

ନୂଆଦିଲ୍ଲୀରେ କେନ୍ଦ୍ରୀୟ ଯୋଜନା ବକେୟା ଅର୍ଥକୁ ନବୀନଙ୍କ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରୀୟ ଯୋଜନା ବକେୟା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି । ନଭେମ୍ବର ୭ ତାରିଖ ସୁଦ୍ଧା ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦକୁ ରାଜ୍ୟ ସରକାର ୭ ହଜାର ୫୪୪ ହଜାର କୋଟି ଟଙ୍କା ଅର୍ଥ ପାଇଛନ୍ତି। ପିଏମଏୱାଇ,…

ବାତ୍ୟା ପ୍ରଭାବିତ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ): ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ପାଞ୍ଚଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ। ମୁଖ୍ୟତଃ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂ…