ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ନୂଆ କରୋନା କେସ୍: ଖୋର୍ଦ୍ଧାରୁ ସର୍ବାଧିକ ୨୮୨ ସଂକ୍ରମିତ
ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ୧ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ନୂଆ କେସ୍ ସାମ୍ନାକୁ ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୮୨ ନୂଆ କେସ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୪୪, କଟକରୁ ୯୬ ସଂକ୍ରମିତ ହୋଇଛନ୍ତି । ଆକ୍ଟିଭ୍ କେସ୍ ରହିଛି ୫ ହଜାର…