Below header

ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର, ମିଳିନି ପରିଚୟ

ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଚାଞ୍ଚଲ୍ୟ । ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର। ଶିଶୁର ପରିଚୟ ମିଳିନାହିଁ ।

ଯାଜପୁର (କେନ୍ୟୁଜ): ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଚାଞ୍ଚଲ୍ୟ । ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର। ଶିଶୁର ପରିଚୟ ମିଳିନାହିଁ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଗ୍ରାମବାସୀଙ୍କ ବାଡ଼ିରେ ମୃତ ଶିଶୁଟିର କଟା ମୁଣ୍ଡକୁ କୁକୁର ଖାଉଥିବାର ଲୋକେ ଦେଖିଥିଲେ । ଏ ନେଇ ଆଜି ସକାଳେ ଯାଜପୁର ରୋଡ଼ ପୋଲିସ କୁ ଗ୍ରାମବାସୀ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଂଚି କଟାମୁଣ୍ଡ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.