Below header

ପୁରୀ ପରେ ଏବେ ଗୋପାଳପୁର ବେଳାଭୂମି ଚିନ୍ତା, ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ

ଗୋପାଳପୁର(କେନ୍ୟୁଜ୍): ପୁରୀ ପରେ ଏବେ ଗୋପାଳପୁର ବେଳାଭୂମି ଚିନ୍ତା। ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରସାୟ। ଗୋପାଳପୁର ବେଳାଭୁମି ଓଡିଶାର ଅନ୍ୟତମ ଆକର୍ଷଣୀୟ ବେଳାଭୁମି ରୁପେ ବେଶ ପରିଚିତ। ବର୍ଷ ତମାମ ଏଠାରେ ପଯ୍ୟର୍ଟକଙ୍କ ଭିଡ ଜମିଥାଏ। ଏହାକୁ ଦୃଷ୍ଟିରେ ରଖି ବେଳାଭୁମିର ସୌନ୍ଦଯ୍ୟ କରଣ ଓ ସଫେଇ ପାଇଁ ଗୋପାଳପୁର ଏନଏସି ପକ୍ଷରୁ ଆରମ୍ଭ ହୋଇଛି ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.