Browsing Tag

gopalpur beach

ପୁରୀ ପରେ ଏବେ ଗୋପାଳପୁର ବେଳାଭୂମି ଚିନ୍ତା, ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ

ଗୋପାଳପୁର(କେନ୍ୟୁଜ୍): ପୁରୀ ପରେ ଏବେ ଗୋପାଳପୁର ବେଳାଭୂମି ଚିନ୍ତା। ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରସାୟ। ଗୋପାଳପୁର ବେଳାଭୁମି ଓଡିଶାର ଅନ୍ୟତମ ଆକର୍ଷଣୀୟ ବେଳାଭୁମି ରୁପେ ବେଶ ପରିଚିତ। ବର୍ଷ ତମାମ ଏଠାରେ ପଯ୍ୟର୍ଟକଙ୍କ ଭିଡ ଜମିଥାଏ। ଏହାକୁ ଦୃଷ୍ଟିରେ ରଖି…