ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର ବୋମସ୍କ୍ବାଡ୍ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟିଛି ଘଟଣା । ବୋମା ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ଫୁଟିଲା । ଗୁରୁତର ପୋଲିସ କର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସୂଚନା । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲର ଟ୍ରମା କାଜୁଆଲଟିରେ ଚିକିତ୍ସା ଜାରି ।

Leave A Reply

Your email address will not be published.