Below header

ବଦଳିବ ରାଜ୍ୟ ବିଜେଡି କାର୍ଯ୍ୟାଳୟର ରୂପ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ ବିଜେଡି କାର୍ଯ୍ୟାଳୟର ବଦଳିବ ରୂପ । ଭୁବନେଶ୍ୱରରେ ଥିବା ବିଜେଡି ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କାର୍ଯ୍ୟାଳୟର ସମ୍ପ୍ରସାରଣ ନେଇ ଖସଡ଼ା ପ୍ରସ୍ତୁତ ହୋଇସାରିଛି ।

ଏହି ବିଲଡିଂରେ କର୍ମୀଙ୍କ ପାଇଁ ବୈଠକ ସ୍ଥଳୀ, କନଫରେନ୍‌ସିଂ ହଲ,ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ବୈଠକ ଗୃହ ରହିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ୩ ମହଲା ବିଶିଷ୍ଟ ହେବ ନୂଆ କୋଠା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.