ସିଏନ୍‌ଜି ଗ୍ୟାସ୍‌ ବୋଝେଇ ଗାଡ଼ି ଲିକ୍‌

ସିଏନ୍‌ଜି ଗ୍ୟାସ୍‌ ବୋଝେଇ ଗାଡ଼ି ଲିକ୍‌ । ପୁରୀ ଭୁବନେଶ୍ଵର ରାସ୍ତାର ମାଳତୀପାଟପୁର ନିକଟରେ ସିଏନ୍‌ଜି ଗ୍ୟାସ୍‌ ବୋଝେଇ ଗାଡ଼ି ଲିକ୍‌ । ପୂରା ଅଞ୍ଚଳ ଧୂଆଁମୟ । ଅଗ୍ନିଶମ ବିଭାଗ ଦ୍ୱାରା ପାଣି ସ୍ପ୍ରେ କରାଯାଇଛି । ପୁରୀରେ ବାଲୁଖଣ୍ଡ ଓ ଉତ୍ତରା ଛକ ନିକଟରେ ଗେଲ୍‌ ଗ୍ୟାସ ଲିମିଟେଡ଼ର ଦୁଇଟି ସିଏନଜି ଷ୍ଟେସନ ରହିଛି ।

 ପୁରୀ(କେନ୍ୟୁଜ୍):  ସିଏନ୍‌ଜି ଗ୍ୟାସ୍‌ ବୋଝେଇ ଗାଡ଼ି ଲିକ୍‌ । ପୁରୀ ଭୁବନେଶ୍ଵର ରାସ୍ତାର ମାଳତୀପାଟପୁର ନିକଟରେ ସିଏନ୍‌ଜି ଗ୍ୟାସ୍‌ ବୋଝେଇ ଗାଡ଼ି ଲିକ୍‌ । ପୂରା ଅଞ୍ଚଳ ଧୂଆଁମୟ । ଅଗ୍ନିଶମ ବିଭାଗ ଦ୍ୱାରା ପାଣି ସ୍ପ୍ରେ କରାଯାଇଛି । ପୁରୀରେ ବାଲୁଖଣ୍ଡ ଓ ଉତ୍ତରା ଛକ ନିକଟରେ ଗେଲ୍‌ ଗ୍ୟାସ ଲିମିଟେଡ଼ର ଦୁଇଟି ସିଏନଜି ଷ୍ଟେସନ ରହିଛି ।

କମ୍ପାନୀ ନିଜର ଏକ ସ୍ୱତନ୍ତ୍ର ସିଏନଜି ଷ୍ଟେସନ ପୁରୀଠାରେ ନିର୍ମାଣ କରିବାର ମଧ୍ୟ ଯୋଜନା ରଖିଛି । ପ୍ରତିଦିନ ପରି ଆଜି ସିଏନଜି ଷ୍ଟେସନରେ ଫିଲିଂ ପାଇଁ ଗାଡ଼ି ଆସୁଥିବାବେଳେ ହଠାତ୍‌ ମାଳତୀପାଟପୁରରେ ଲିକ୍‌ ହୋଇଥିଲା । ୩ଟି ସିଲିଣ୍ଡର ଲିକ୍‌ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ପାଣି ସ୍ପ୍ରେ କରିଥିଲେ ।

Leave A Reply

Your email address will not be published.