Below header

ଘରୋଇ କର୍ମଚାରୀଙ୍କ କମିଶନରେଟ୍‌ ପୋଲିସ ପକ୍ଷରୁ ଇ-ପରମିଶନ ପୋର୍ଟାଲ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ):  କମିଶନରେଟ୍‌ ପୋଲିସ ପକ୍ଷରୁ ଇ-ପରମିଶନ ପୋର୍ଟାଲ ଆରମ୍ଭ । ଲକ୍‌ଡାଉନ ସମୟରେ ଟୁଇନସିଟିରେ ଘରୋଇ କଂପାନୀମାନେ ସେମାନଙ୍କ କର୍ମଚାରୀଙ୍କ ଯିବା ଆସିବା ପାଇଁ ଏହି ଆପ୍‌ ମାଧ୍ୟମରେ ଅଥରାଇଜଡ ପରମିଶନ ଦେଇପାରିବେ । ନିର୍ଦ୍ଦିଷ୍ଟ ସୀମା ଭିତରେ କର୍ମଚାରୀଙ୍କୁ ନେଇ କମ୍ପାନୀ କାର୍ଯ୍ୟ କରିବେ ।

କଟକ, ଭୁବନେଶ୍ୱରରେ କର୍ମଚାରୀମାନେ ପରିଚୟ ପତ୍ର ସହ ଇ-ପାସ୍‌ ଦେଖାଇ ଯିବାଆସିବା କରିବେ । ଏହି ଆପ୍‌ର ଶୁଭାରମ୍ଭ ପରେ ୨ ଘଣ୍ଟାରେ ଶହେରୁ ଅଧିକ କମ୍ପାନୀ ଆପ୍‌ ବ୍ୟବହାର କରି ପରମିଶନ ନେଲେଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.