Below header

ଭୁବନେଶ୍ୱର ସହିଦନଗର ପୋଲିସ୍ ହାତରେ ୩ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ୍‌: ୧୦୦ଟି ମୋବାଇଲ, ସୁନା, ମଙ୍ଗଳସୂତ୍ର ଓ ବାଇକ୍‌ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଧରାପଡିଲେ ୩ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ୍‌। ଭୁବନେଶ୍ୱର ସହିଦନଗର ପୋଲିସ ହାତରେ ଧରାପଡିଛନ୍ତି। ସେମାନଙ୍କ ନିକଟରୁ ୧୦୦ଟି ମୋବାଇଲ, ସୁନା, ମଙ୍ଗଳସୂତ୍ର ଓ ବାଇକ୍‌ ଜବତ ହୋଇଛି।

ପଲ୍‌ସରରେ ବୁଲି ବୁଲି ଏମାନେ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। କଟକ ଓ ଭୁବନେଶ୍ୱରରେ କରୁଥିଲେ ଛିନ୍‌ତାଇ। ପ୍ରଥମେ ଏମାନେ ବାଇକ୍‌ ଚୋରୀ କରୁଥିଲେ । ସେହି ବାଇକ୍‌ରେ ଲୁଟ୍‌ କରୁଥିଲେ । ବିଶେଷକରି ମହିଳାଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ମୋବାଇଲରେ କଥା ହୋଇ ଯାଉଥିବା ଲୋକଙ୍କୁ ନିର ଶିକାର ବନାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.