Below header

୫ କୁକୁର ଛୁଆଙ୍କୁ କାର ଚଢାଇ ମାରିବା ଘଟଣା, ଅଭିଯୋଗକାରୀଙ୍କୁ ମିଳୁଛି ହତ୍ୟା ଧମକ!

ଭୁବନେଶ୍ୱର : ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ। ପୁରୁଣା ଭୁବନେଶ୍ୱର ଘୁସାରେସ୍ୱର ଅଞ୍ଚଳରେ ୫ଟି କୁକୁର ଛୁଆଙ୍କୁ କାର ଚଢାଇ ମାରି ଦେଇଥିଲେ ମଦ୍ୟପ କାର ଚାଳକ । ସେବା ହିଁ ସଂକଳ୍ପ ସଂଗଠନ ଲିଙ୍ଗରାଜ ଥାନାରେ ଚାଳକଙ୍କ ନାଁରେ ଏତଲା ଦେଇଥିଲେ।

ଅଭିଯୋଗ କ୍ରମେ ଗାଡିଚାଳକ ପ୍ରଫୁଲ୍ଲ ରାଉତଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗକାରୀଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.