Browsing Tag

dog

ହଜିଗଲା ମାନବିକତା, କୁକୁରକୁ ପିଟି ପିଟି ମାରିଦେଲେ

କଟକ : ମଣିଷ ଭୁଲିଗଲା ମଣିଷପଣିଆ । ହଜିଗଲା ମାନବିକତା । କ୍ରୋଧକୁ ସମ୍ଭାଳି ପାରିଲେଣି ନିରୀହ ପଶୁକୁ ପିଟି ପିଟି ମାରିଦେଲେ ।  ବିଭିନ୍ନ ସମୟରେ ନିଜ ସ୍ବାର୍ଥ ପାଇଁ ପଶୁପକ୍ଷୀମାନଙ୍କ ଉପରେ ମାନବ ସମାଜ ବହୁ ଅତ୍ୟାଚାର କରୁଥିବାର ଦୃଶ୍ୟ ଲୋକଲୋଚନକୁ ଆସିଥାଏ ।  ଭାରତୀୟ ନ୍ୟାୟ ସଂହିତା…

ରାଜଧାନୀରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା, କାନରେ ଲାଗିବ ଟ୍ୟାଗ: ବିଏମସି ମେୟର

ଭୁବନେଶ୍ୱର : ରାଜଧାନୀରେ ବିଏମସି କରିବ କୁକୁର ଗଣନା । ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ହେବ ଗଣନା । ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ । ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟ BMC ପାଖରେ ରହି ବ। ଏନେଇ ଗତକାଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ…

ଘରେ କଳା କୁକୁର ପାଳିବା ଶୁଭ ନା ଅଶୁଭ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତ ପ୍ରାଣୀମାନଙ୍କ ମଧ୍ୟରୁ କୁକୁର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ହୋଇଥାଏ । ବର୍ତ୍ତମାନ ସମୟରେ ଘରେ ଘରେ କୁକୁର ପାଳୁଥାନ୍ତି । ଏଥି ସହ କିଛି ଲୋକ କୁକୁରଙ୍କୁ ଘୃଣା କରୁଥିଲାବେଳେ ଆଉ କିଛି ଲୋକେ କୁକୁରକୁ ବହୁତ ସ୍ନେହ ଆଦର ଦେବା ସହ ବହୁତ ଭଲ ମଧ୍ୟ ପାଇଥାନ୍ତି । କିଛି ଲୋକ କୁକୁରକୁ…

କୁକୁରକୁ ମିଳିଲା ଆବାସିକ ପ୍ରମାଣପତ୍ର, ବିହାରରୁ ଆସିଛି ଏମିତି ଅଜବ ମାମଲା

କୁକୁର ନାଁରେ ଆବାସିକ ପ୍ରମାଣପତ୍ର । ପ୍ରମାଣପତ୍ରରେ କୁକୁରର ବାପା ମା’ଙ୍କ ନାଁ ବି ଲେଖାଯାଇଛି । କୁକୁରର ନାଁ ରହିଛି 'ଡଗ ବାବୁ' । ଆଉ କୁକୁରର ବାପା ନା କୁତା ବାବୁ । ସେହିପରି ମା’ ନାରେ ରହିଛି କୁଟିଆ ଦେବୀ । ଏଭଳି ଅଜବ ଘଟଣା ବିହାରରୁ ଆସିଛି । କଥାଟା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ…

୫୦ କୋଟି କୁକୁରର ମିଛ କାହାଣୀ, ଇଡି ତଦନ୍ତରୁ ସାମ୍ନାକୁ ଆସିଲା ସତ

ବେଙ୍ଗାଲୁରୁ: ୫୦ କୋଟି କୁକୁରର ମିଛ କାହାଣୀ । ବେଙ୍ଗାଲୁରୁର ଏସ୍ ସତୀଶ ଦୁନିଆର ସବୁଠୁ ମହଙ୍ଗା କୁକୁର ୫୦ କୋଟି ଟଙ୍କାରେ କିଣିଥିବା ଦାବି କରିଥିବା ବେଳେ ଏହା ମିଛ ବୋଲି ଜଣାପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ତଦନ୍ତରୁ ଏକଥା ସାମ୍ନାକୁ ଆସିଛି । ନିଜର ପବ୍ଲିସିଟି ଷ୍ଟଣ୍ଟ ପାଇଁ…

ମାନବିକତାର ସୀମା ପାର କଲା ମଣିଷ, ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ମାନବିକତାର ସୀମା ପାର କଲା ମଣିଷ । ପୂର୍ବରୁ ମଣିଷକୁ ହାଣୁଥିଲେ । ଏବେ ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ମଚାଇବା ସହ କୁକୁରକୁ ଜଣକ ପରେ ଜଣେ ଖଣ୍ଡାରେ ହାଣି ଚାଲିଲେ । ରାସ୍ତା ଉପରେ ଶୋଇଥିବା ନିରିହ ଜୀବଟାକୁ ବି ଛାଡିଲେନି ।…

ପାଗଳ କୁକୁର ଆତଙ୍କ, ୧୦ରୁ ଅଧିକ ଗୁରୁତର

ଜଳେଶ୍ୱର : ପାଗଳ କୁକୁର ଆତଙ୍କ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କମର୍ଦ୍ଦା ବଜାରରେ ପାଗଳା କୁକୁର କାମୁଡ଼ାରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଜିନିଷ କିଣିବା ପାଇଁ ଆସିଥିବା ବେଳେ ପାଗଳ କୁକୁରଟି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ଥିଲା । ଗୁରୁତର ସମସ୍ତଙ୍କୁ ସ୍ଥାନୀୟ କମର୍ଦ୍ଦା…

ବିଦ୍ୟୁତ୍‌ ଖୁଣ୍ଟ କିମ୍ବା କାର୍‌ ଟାୟାର୍‌ରେ କାହିଁକି ପରିସ୍ରା କରିଥାଏ କୁକୁର?

ନିଜ ମାଲିକଙ୍କ ପାଇଁ ସବୁବେଳେ ବିଶ୍ୱାସନୀୟ ହୋଇଥାଏ କୁକୁର। ଆମେ ସମସ୍ତେ କୁକୁରକୁ କେବେ କେବେ କୌଣସି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା କାର୍‌ ଟାୟାର୍‌ରେ ପରିସ୍ରା କରି ତାକୁ ଓଦା କରିଦେଉଥିବାର ଦେଖିବାକୁ ପାଉ। କିନ୍ତୁ ଆପଣମାନଙ୍କ ଭିତରୁ କେହି କେବେ ଭାବିଛନ୍ତି କି? କାହିଁକି କୁକୁର ଏମିତି…

ବୃଦ୍ଧାଙ୍କୁ ଝୁଣି ମାରିଦେଲା କୁକୁର, କୁକୁରକୁ ପିଟିପିଟି ମାରିଦେଲେ

ଜଳେଶ୍ୱର : ବୃଦ୍ଧାଙ୍କୁ ଝୁଣି ମାରିଦେଲା କୁକୁର। ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କଲା କୁକୁର। ବାଲେଶ୍ବର ଭୋଗରାଇ ବ୍ଲକ୍ ଜୟରାମପୁର ପଞ୍ଚାୟତ ନାରାୟଣପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରେ ବୃଦ୍ଧା ଏକା ଥିବା ବେଳେ କୁକୁର ଆକ୍ରମଣର ଶିକାର। ଏହାପରେ କୁକୁରକୁ ପିଟିପିଟି ମାରିଦେଇଛନ୍ତି…

ମାଆ କୁକୁର ସହ ୬ଟି ନବଜାତ ଛୁଆଙ୍କ ଉପରେ ଫୁଟନ୍ତା ଗରମ ପାଣି ଢାଳିଦେଲେ ମହିଳା

କଟକ: ସତରେ କଣ ଆଜିର ସମାଜରୁ ହଜିଗଲାଣି ମଣିଷ ପଣିଆ। ମଣିଷ ପାଲଟି ଯାଉଛି ନିଷ୍ଠୁର । ତେବେ ଏ ଘଟଣା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ, ରକ୍ତ ଗରମ ହୋଇଯିବ ଆଜ୍ଞା । ଏ କି ପ୍ରକାରର ମାନସିକତା ନେଇ ବଞ୍ଚୁଛନ୍ତି ଲୋକେ । ନିରୀହ କଥା କହିପାରୁନଥିବା ପଶୁଙ୍କ ଉପରେ ଫୋପାଡୁଛି ଫୁଟନ୍ତା…

କୁକୁରର ଜନ୍ମଦିନ ଉପହାରରେ ମିଳିଛି ଏକ ସୁନା ଚେନ, ଯାହାର ମୂଲ୍ୟ ରହିଛି ୨.୫ ଲକ୍ଷ

 ମୁମ୍ବାଇ: ଆପଣ ସମସ୍ତେ ଜାଣିଥିବେ ପ୍ରାୟ ଲୋକେ ନିଜ ଘରେ କୁକୁର ରଖିବାକୁ ବହୁତ ଭଲ ପାଆନ୍ତି । ଏମିତିକି ସେମାନେ କୁକୁର ମାନଙ୍କୁ ଏକ ସୁନ୍ଦର ନାମଟେ ଦେଇଥିବେ ତାକୁ ଅନ୍ୟ ସଦସ୍ୟ ମାନଙ୍କ ପରି ଖଟ ଉପରେ,ଘର ଭିତରେ,ସୋଫା ଉପରେ ,ଏମିତିକି ବାଇକରେ କାରରେ ନିଜ କାନ୍ଧ ଉପରେ ବସାଇ ବୁଲାଇ…

ରାସ୍ତା ଉପରେ କୁକୁରକୁ ଧରି ଶୋଇ ପଡ଼ିଲେ ମହିଳା, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

କୁକୁରକୁ ଧରି ରାସ୍ତାରେ ଶୋଇପଡ଼ିଲେ ମହିଳା । ମହିଳା ଏପରି ରାସ୍ତା ଉପରେ ଗଡ଼ିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ରାସ୍ତାରେ ଗଡ଼ିବା ସମୟରେ ନିଜ କୁକୁରକୁ ବି ଛାଡ଼ି ନଥିଲେ ମହିଳା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଦିଲ୍ଲୀର ମହିପାଳପୁରର…