Browsing Tag

dog

ନିରୋଳା ଓ ନିବିଡ଼ ବନ୍ଧନର ଉଦାହରଣ: ମୃତ ମାଲିକର ଫେରିବା ବାଟକୁ ଚାହିଁ ବସିଛି କୁକୁର

ନୂଆଦିଲ୍ଲୀ : ମାଲିକଙ୍କୁ ଅପେକ୍ଷା କରିଛି ''ରାମୁ'' । ତାର ଭରସା ଅଛି ପୁଣି ମାଲିକ ଫେରି ଆସିବେ । ତେବେ ମାଲିକଙ୍କ ମୃତ୍ୟୁକୁ ହେଲାଣି ୪ ମାସ । ତଥାପି ବିଶ୍ବାସ କରିପାରୁନି ପୋଷା କୁକୁର । ମୃତ୍ୟୁ ପରେ ମାଲିକଙ୍କ ଶବ ଆସିଥିଲା ଶବାଗାରକୁ । ଏବେବି ସେଇଠୁ ଫେରି ଆସିବେ ବୋଲି ଆଶା କରି…

୯ ଟି ବୁଲା କୁକୁରଙ୍କ ପ୍ରେମରେ ଛନ୍ଦି ହୋଇଛନ୍ତି ଏହି ମହିଳା, ଖାଦ୍ୟ ଦେବା ପାଇଁ କରୁଛନ୍ତି ସଂଘର୍ଷ

ଦୁନିଆର ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର । ପ୍ରାଣୀ ଜଗତରେ ଆଜିର ଆଧୁନିକ ସମାଜର ମଣିଷ ମଣିଷ ସହିତ ବିଶ୍ୱାସ ଘାତକ କରିପାରେ, ଉପକାରକୁ ଭୁଲି ଯାଇ ପାରେ, କିନ୍ତୁ କୁକୁର ନୁହେଁ, l ତେବେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ବୁଲା କୁକୁରଙ୍କ ପ୍ରେମରେ ପାଗଳ । ୯ ଟି…

ହ୍ବାଇଟ୍ ହାଉସରୁ ବିଦା ହେଲା କୁକୁର କମାଣ୍ଡର, ୧୧ ଜଣଙ୍କୁ କାମୁଡିଲାଣି ବାଇଡେନଙ୍କ ଖାସ୍‌ କୁକୁର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ ବର୍ଷୀୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସରୁ ବିଦା କରାଯାଇଛି । କୁକୁର ଏପର୍ଯ୍ୟନ୍ତ ୧୧ ଜଣ ସୁରକ୍ଷାକର୍ମୀଙ୍କୁ ନିଜର ଶିକାର କରିଛି । ଏହାପରେ ହ୍ଵାଇଟ ହାଉସରେ ଚିନ୍ତା ଲାଗିଥିଲା । ଜର୍ମାନ ସେଫର୍ଡ କୁକୁର ଆମେରିକା ସିକ୍ରେଟ…

ବିଶ୍ୱର ଉଚ୍ଚତମ କୁକୁର ‘ଜିଉସ୍‌’ ଆଉ ନାହିଁ, ମାତ୍ର ୩ ବର୍ଷ ବୟସରେ କ୍ୟାନସରରେ ମୃତ୍ୟୁ; ଶୋକ ପ୍ରକାଶ କଲା ଗିନିଜ୍‌…

ବିଶ୍ୱର ସବୁଠାରୁ ଉଚ୍ଚତମ କୁକୁର ‘ଜିଉସ୍‌’ର ମୃତ୍ୟୁ ଘଟିଛି। ଏହା ଦୁନିଆର ସବୁଠାରୁ ଉଚ୍ଚତମ କୁକୁର ଭାବେ ‘ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଜିଉସ୍‌ର ମୃତ୍ୟୁରେ ଏକ ଦୁଃଖପୂର୍ଣ୍ଣ ଟ୍ଵିଟ୍‌ କରାଯାଇଛି।…

କଇଁଛକୁ ଆକ୍ରମଣ କରୁଥିଲା କୁକୁର, ପାଲଟା ଆକ୍ରମଣରେ ଗଲା କୁକୁର ଜିଭ

ପ୍ରତ୍ୟେକ ଦିନ ଜୀବ ଯନ୍ତୁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଭିଡିଓରେ ଜୀବ ଯନ୍ତୁଙ୍କ ଲଢ଼େଇର ଭିଡିଓ ମଧ୍ୟ ସାମ୍ନାକୁ ଆସିଥାଏ । ଜୀବମାନଙ୍କର ବୁଝିବା ଶକ୍ତି ବହୁତ କମ ଥାଏ । ଏନେଇ ସେମାନେ କିଛି ନବୁଝି ଅନ୍ୟ ଜୀବମାନଙ୍କୁ ଆକ୍ରମଣ କରିଥାନ୍ତି । ପରେ ନିଜେ ହିଁ…

୨୨ ହଜାର ଡଲାର ଖର୍ଚ୍ଚ କରି ମଣିଷ ହେଲା କୁକୁର, ପାର୍କରେ ବୁଲି ଅନ୍ୟ କୁକୁରଙ୍କୁ ଶୁଂଘିଲା ମାନବ କୁକୁର ଟୋକୋ

ଅନେକ ଲୋକଙ୍କର ଅନେକ ପସନ୍ଦ ଥାଏ । କିଛି ଲୋକ ନିଜ ଶରୀରରେ ଖୁସି ନଥାନ୍ତି ଏବଂ ନିଜକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ନିଜକୁ କୁକୁରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏବଂ ସେ ନିଜର ଇଚ୍ଛାକୁ ପୂରଣ କରିଛନ୍ତି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ…

କୁକୁର ଆକ୍ରମଣର ଶିକାର ହେଲେ ଯୁବତୀ, ସର୍ଜରୀ ପରେ ନାକର ଅବସ୍ଥା ହେଲା ଏପରି

ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସରେ ଅନେକ ଉନ୍ନତି ହୋଇଛି ।  ଯାହା ପୂର୍ବରୁ ଅସମ୍ଭବ ଥିଲା ତାହା ବର୍ତ୍ତମାନ ସମ୍ଭବ ହୋଇପାରୁଛି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚେହେରାର ରୂପ ରଙ୍ଗ ବଦଳାଇ ପାରୁଛନ୍ତି । କିନ୍ତୁ ଅନେକ ସମୟରେ ସର୍ଜରୀ ଦ୍ୱାରା ମଧ୍ୟ ଅନେକ ସମସ୍ୟା ହୋଇଥାଏ ।…

କଲର ବ୍ଲାଇଣ୍ଡର ଶିକାର ହୋଇଥାନ୍ତି କୁକୁର, ଚିହ୍ନି ପାରନ୍ତିନି ଏହି ଦୁଇଟି ରଙ୍ଗ

କୁକୁର, ମଣିଷର ବିଶ୍ୱାସୀ ବନ୍ଧୁ ହୋଇଥାଏ । କୁକୁର ପାଳୁଥିବା ବ୍ୟକ୍ତିମାନେ କୁକୁରଙ୍କୁ ନିଜ ଘରର ସଦସ୍ୟ ଭାବେ ପାଳିଥାନ୍ତି । କୁକୁର ଏକ ଗୃହପାଳିତ ପଶୁ ଭାବେ ସମସ୍ତଙ୍କର ଅତିପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁର ରଖୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି,…

କୁମ୍ପିରେ କଏନ ଭର୍ତ୍ତି କରି କୁକୁର କଲା ଓ୍ଵାର୍ଲ୍ଡ ରେକର୍ଡ

ପଶୁମାନଙ୍କ ମଧ୍ୟରେ କୁକୁର ସବୁଠାରୁ ବିଶ୍ୱସନୀୟ ବୋଲି ସମସ୍ତେ ଜାଣନ୍ତି । ମଣିଷ ମାନଙ୍କ ସହ କୁକୁରର ଭିନ୍ନ ସମ୍ପର୍କ ରହିଥାଏ । ସେମାନେ ନିଜ ମାଲିକ ପ୍ରତି ବିଶ୍ୱାସୀ ସହ ଚାଲାକ ହୋଇଥାନ୍ତି ଏବଂ ମାଲିକଙ୍କ କୌଣସି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଅନେକ ସମୟରେ କୁକୁର…

ଭାଇରାଲ ହେଉଛି ମୁଣ୍ଡବିହୀନ କୁକୁର; ଦେଖି ଡରି ଯାଉଛନ୍ତି ଲୋକେ!

ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଜମାନାରେ ଆମକୁ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ। ସେ ଭିଡିଓ ହେଉ କି ଫଟୋ କିମ୍ବା କୌଣସି ପ୍ରକାରର ଖବର। କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିଲେ ଲୋକେ କିଛି ଭାବିବାକୁ ବାଧ୍ୟ…

ମଣିଷପଣିଆ ଆଉ ନାହିଁ! କୁକୁର ସହିତ ନିର୍ଦ୍ଦୟତାର ସବୁ ସୀମା ଟପିଲେ; ଫାଶୀ ଦଉଡ଼ିରେ ଝୁଲାଇ ପିଟିପିଟି ମାରିଦେଲେ

ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁର ସହିତ ନିର୍ଦ୍ଦୟତାର ଏକ ଚିତ୍ର ସାମ୍ନାକୁ ଆସିଛି। ଏହି ହୃଦୟବିଦାରକ ଘଟଣା ଘଟିଛି ଗାଜିଆବାଦର ଟୋନିକା ସିଟି ଥାନା ଅଞ୍ଚଳରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣାର ଫଟୋ ଏବଂ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। କିନ୍ତୁ ଏ ପର୍ଯ୍ୟନ୍ତ…

ଗାଁ ସରପଞ୍ଚଙ୍କ ବର୍ବରତା; ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରିବାକୁ ଦେଲେ ନିର୍ଦ୍ଦେଶ…ହତ୍ୟାକାରୀ ବିରୋଧରେ ମାମଲା…

ଆନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲାରେ ଶନିବାର ୧୮ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ପୋଲିସ ପଶୁ କ୍ରୁରତା ନିବାରଣ ଅଧିନିୟମ ଅଧୀନରେ କେ ବୀରବାବୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ବୀରବାବୁ ପୋଲିସକୁ କହିଛନ୍ତି ଯେ ଚେବ୍‌ରୋଲେ ଗାଁର…