Below header
Browsing Tag

dog

ଛିଃ ଏତେ ନୃଶଂସ! କୁକୁର ଭୁକିଲା ବୋଲି ଆଖିବୁଜା ଫାୟାରିଂ କରି ନେଇଗଲେ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କୁକୁରକୁ ଗୁଳି କରି ହତ୍ୟା କରିଛନ୍ତି। କୁକୁରକୁ ମାରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକ କୁକୁରକୁ ହତ୍ୟା କରିବାର କାରଣ ହେଉଛି କୁକୁରଟି…

ବୁଲା କୁକୁରଙ୍କୁ ହତ୍ୟା କରିବାକୁ ଅନୁମତି ମାଗିଲେ ସରକାର, ସୁପ୍ରିମ୍‌କୋର୍ଟରେ ଦାଖଲ କଲେ ପିଟିସନ୍‌

ବୁଲା କୁକୁରଙ୍କୁ ହତ୍ୟା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ମାଗିଲେ ସରକାର। କେରଳ ସରକାର ସୁପ୍ରିମ୍‌କୋର୍ଟରେ ବୁଲା କୁକୁର ଓ ହିଂସ୍ର ଜନ୍ତୁକୁ ମାରିବାକୁ ଅନୁମତି ମାଗିଛନ୍ତି। ଗତ କିଛି ଦିନ ହେଲାଣି ବୁଲା କୁକୁରଙ୍କ ଆତଙ୍କ ଖବର ଚର୍ଚ୍ଚାରେ ରହିଛି। ଚଳିତ ବର୍ଷ କେବଳ କେରଳରେ ହିଁ ୧.୨…

ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ରେ ଦେଶୀ ବ୍ରିଡର କୁକୁର ସାମିଲ, ଜାଣନ୍ତୁ ଖାସ କଣ….

ଆମେ ଜାଣିଛେ କି ପ୍ରଧାନମନ୍ତ୍ରୀଙ୍କ ପଦ କେତେ ଗୁରୁତ୍ୱପୂର୍ଣ୍ଣ । ଏବେ ସେହି ଆସନରେ ଅଛନ୍ତି ନରେନ୍ଦ୍ର ମୋଦିଙ୍କ । ତାଙ୍କ ସୁରକ୍ଷା ଦାୟିତ୍ୱ ରହିଛି ଏକ ବିଶେଷ ସିକ୍ୟୁରିଟି ଟିମ୍‌ ହାତରେ । କିନ୍ତୁ ଏବେ ଏହି ଟିମ୍‌ରେ ପ୍ରଥମ ଥର ପାଇଁ ଦେଶୀ କୁକୁରଙ୍କୁ ସାମିଲ କରାଯାଇଛି । ଏହା ପରଠୁ…

ବୁଦ୍ଧିମାନ କୁକୁର : ମାଲିକଙ୍କୁ ଟିଫିନ ଦେବା ପାଇଁ ସବୁଦିନ ୨ କିଲୋମିଟର କରେ ଯାତ୍ରା

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ । ତେଣୁ କୁକୁର ଓ ମଣିଷର ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସେମାନେ ନିଜ ମାଲିକଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତଥାନ୍ତି। ସେହିପରି ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ…

ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ପେବଲ୍ସ କଲା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼

ଆଜିକାଲି ଅନେକ ବ୍ୟକ୍ତି ନିଜର ବିଭିନ୍ନ ପ୍ରକାର ଟ୍ୟାଲେଣ୍ଟ ଦେଖାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ କରୁଛନ୍ତି। କିନ୍ତୁ ଆଜି ଆମେ ଏମିତି ଏକ କୁକୁର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏକି ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ନିଜ ନାମକୁ ଗିନିଜ ବୁକରେ ଯୋଡ଼ି ପାରିଛି।ପ୍ରାୟତ…

୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ବ୍ୟକ୍ତି ମଣିଷରୁ ହୋଇଗଲେ ‘କୁକୁର’, ଚିହ୍ନିବା ଅସମ୍ଭବ

ଦୁନିଆରେ ଲୋକଙ୍କର ଅଜବ ସଉକ୍ ରହିଛି। ନିଜକୁ ସମୟ ସହିତ ବଦଳାଇବା ପାଇଁ ଚାହୁଁଛନ୍ତି ମଣିଷ। ହେଲେ କିଛି ମଣିଷ ଏମିତି ଅଛନ୍ତି, ଯିଏ କି ନିଜକୁ ବଡ଼ ଅଜବ ଭାବେ ପରିବର୍ତ୍ତନ କରିବାକୁ ଚାହାଁନ୍ତି। ଯେମିତି କି ଆପଣ ଦେଖିଥିବେ କେତେକ ଲୋକ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ନିଜକୁ ବଦଳାଇ ଥାଆନ୍ତି।…

ଶୋଇବା ପୂର୍ବରୁ ମଣିଷ ଭଳି କୁକୁର କରୁଛି ଏମିତି… ଭିଡ଼ିଓ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରମାନେ ଏପରି…

୨ବର୍ଷର କୁକୁରକୁ ସମ୍ମାନୀତ କଲେ ରାଷ୍ଟ୍ରପତି ଜେଲେନ୍ସକି, ହେଲେ କାହିଁକି ଜାଣନ୍ତୁ

ଋଷ ଓ ୟୁକ୍ରେନ ଭିତରେ ଲମ୍ବା ସମୟ ଧରି ୟୁଦ୍ଧ ଜାରି ରହିଛି । ୨୬ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ କେତେ ଯେ ଲୋକେ ପ୍ରାଣ ହରାଇସାରିଲେଣି ତାର ହିସାବ ତକ ନାହିଁ । ଏହାଛଡା ୟୁକ୍ରେନର ଅନେକ ସହର ଋଷ ଆକ୍ରମଣରେ ବର୍ବାଦ ହୋଇସାରିଲାଣି । ଏହାରି ଭିତରେ ୟୁକ୍ରେନରୁ ଏକ ଖବର ଆସୁଛି ଯାହା…

୨ ବର୍ଷ ତଳେ ପଡ଼ୋଶୀଙ୍କ କୁକୁର କାମୁଡ଼ି ଦେଇଥିଲା ଝିଅକୁ, ଏବେ ଜରିମାନା ଦେବେ ୩ ଲକ୍ଷ ୮୦ ହଜାର ଟଙ୍କା!

ଘରେ କୁକୁର କିମ୍ବା ଅନ୍ୟ କୌଣସି ପ୍ରାଣୀ ପାଳୁଥିବା ଲୋକେ ସାବଧାନ ହୋଇ ଯାଆନ୍ତୁ। କାହିଁକି ନା, ହରିୟାଣାର ଗୁରୁଗ୍ରାମରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ଏଠାରେ ଏକ ପୋଷା କୁକୁର ପଡ଼ୋଶୀ ଘରର ଜଣେ କୁନି ଝିଅକୁ କାମୁଡ଼ି ଦେଇଥିଲା। ଆଉ ଏହି ମାମଲା…

କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି…

ଛି ଏତେ ନୃଶଂସ! ସ୍ନେହରେ ପାଖକୁ ଡାକି ଛୁରୀରେ କୁକୁରର ତଣ୍ଟି କାଟିଲା ଯୁବକ, କାରଣ ଜାଣିଲେ ରକ୍ତ ଗରମ ହୋଇଯିବ

ନୂଆଦିଲ୍ଲୀ: ମଣିଷ ଦିନକୁ ଦିନ ପାଶବିକତାର ସବୁ ସୀମା ଟପିଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ଦିଲ୍ଲୀରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏଠାରେ ଜଣେ ବ୍ୟକ୍ତି ଏକ କୁକୁରର ତଣ୍ଟିକୁ ଧାରୁଆ ଛୁରୀରେ କାଟି ଦେଇଛନ୍ତି। ଆଉ ସେ ଏଭଳି କ୍ରୁରତା କରିବାର କାରଣ…

ହିମାଚଳର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ହେଲେ ପ୍ରିୟା ଠାକୁର, ପ୍ରତିକୂଳ ପରିସ୍ଥିତିରେ ଯୋଗାଇବେ ସୁରକ୍ଷା

ପୁଣି ଥରେ ମହିଳା ପ୍ରମାଣିତ କରିଦେଇଛନ୍ତି ଯେ ସେମାନେ କାହାଠାରୁ କମ୍‌ ନୁହେଁ। ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ସକ୍ଷମ ଆଜିର ନାରୀ। ହିମାଚଳ ପ୍ରଦେଶର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ବନିଛନ୍ତି ପ୍ରିୟା ଠାକୁର। ଭାରତୀୟ ତିବ୍ଦତ ସୀମା ପୋଲିସର ଜାତୀୟ ପ୍ରଶିକ୍ଷଣ ସୀମା…