Below header

ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ଆକ୍ସନ ପରେ କଂଗ୍ରେସର ପ୍ରତିକ୍ରିୟା, ବିଭିନ୍ନ କମ୍ପାନୀ ଉପରେ ବକେୟା ଥିବା କୋଟି କୋଟି ଟଙ୍କା ଆଦାୟ କର

ଭୁବନେଶ୍ବର(କେନ୍ୟୁଜ୍): ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ଆକ୍ସନ ପରେ କଂଗ୍ରେସର ପ୍ରତିକ୍ରିୟା। ସାଧାରଣ ଲୋକଙ୍କୁ ମାଗଣାରେ ବିଜୁଳି ଦେବେ ବୋଲି ନିର୍ବାଚନ ପୂର୍ବରୁ ବିଜେଡି କହିଥିଲା । କିଛି କଂପାନୀ ଉପରେ କୋଟି କୋଟି ଟଙ୍କା ବାକି ପଡ଼ିଥିବା ବେଳେ ସରକାର ପ୍ରଥମେ ସେମାନଙ୍କ ଠାରୁ ବକେୟା ଆଦାୟ କରନ୍ତୁ। ରାଜ୍ୟ ସରକାର ଏନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । କେଉଁ କମ୍ପାନୀ କେତେ ଟଙ୍କା ଦେବାକୁ ଅଛି ଏବଂ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ କଣ ସମ୍ପର୍କ ରହିଛି ସ୍ପଷ୍ଟ କରନ୍ତୁ । ୨୭ ଲକ୍ଷ ପରିବାରଙ୍କର ସ୍ୱାର୍ଥକୁ ନଦେଖି ୨୬ଟି କମ୍ପାନୀ ପ୍ରୀତି ରହିଛି । ଶକ୍ତି ମନ୍ତ୍ରୀ କିମ୍ବା ଶକ୍ତି ସଚିବ ବିବୃତି ନରଖିଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି କଂଗ୍ରେସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.